ଜନସଂଖ୍ୟା ବିବରଣ

ଏହି ପାୟତ ରେ ମୋଟ ଜନସଂଖ୍ୟା –
(ବଡ଼ଗାଁ)ମୋଟ ଜନସଂଖ୍ୟା- ପୁ- ମ- ସା- ହ- ଅ- ୧୪ବ.ରୁ କମ୍-
(ଭୁଆଁ)ମୋଟ ଜନସଂଖ୍ୟା- ପୁ- ମ- ସା- ହ- ଅ- ୧୪ବ.ରୁ କମ୍-
(ଅଲଣ୍ଡା)ମୋଟ ଜନସଂଖ୍ୟା- ପୁ- ମ- ସା- ହ- ଅ- ୧୪ବ.ରୁ କମ୍-
(ଦୋପଡ଼ା)ମୋଟ ଜନସଂଖ୍ୟା- ପୁ- ମ- ସା- ହ- ଅ- ୧୪ବ.ରୁ କମ୍-
(ପୁଟୁପଡ଼ା)ମୋଟ ଜନସଂଖ୍ୟା- ପୁ- ମ- ସା- ହ- ଅ- ୧୪ବ.ରୁ କମ୍-
(ଇଲାଜଙ୍ଗ)ମୋଟ ଜନସଂଖ୍ୟା- ପୁ- ମ- ସା- ହ- ଅ- ୧୪ବ.ରୁ କମ୍-
(ଚଟ୍ଟାବୋରେଇ)ମୋଟ ଜନସଂଖ୍ୟା- ପୁ- ମ- ସା- ହ- ଅ- ୧୪ବ.ରୁ କମ୍-
(ଗଡ଼ବାଙ୍ଗର)ମୋଟ ଜନସଂଖ୍ୟା- ପୁ- ମ- ସା- ହ- ଅ- ୧୪ବ.ରୁ କମ୍-
(ହାଇଁଗୋରା)ମୋଟ ଜନସଂଖ୍ୟା- ପୁ- ମ- ସା- ହ- ଅ- ୧୪ବ.ରୁ କମ୍-
ମୋଟ ଦୈନିକ ମଜୁରୀଆ ସଂଖ୍ୟା-୮୦୦ରୁ ଉଦ୍ଧ୍ର୍ର୍ୱ (ଆନୁମାନିକ)
ମୋଟ କୃଷକ-୫୦୦ରୁ ଉଦ୍ଧ୍ର୍ୱ (ଆନୁମାନିକ)
ମୋଟ ସରକାରୀ ଚାକିରିଆ-୩୦୦ରୁ ଉଦ୍ଧ୍ର୍ୱ (ଆନୁମାନିକ)
ମୋଟ ବେସରକାରୀ ଚାକିରିଆ-୨୫୦ରୁ ଉଦ୍ଧ୍ର୍ୱ (ଆନୁମାନିକ)
ମୋଟ ସ୍ୱରୋଜଗାରୀ -୨୦୦ରୁ ଉଦ୍ଧ୍ର୍ୱ (ଆନୁମାନିକ)
ମୋଟ ବେରୋଜଗାରୀ- ୮୦୦ରୁ ଉଦ୍ଧ୍ର୍ୱ
ମୋଟ ଭିକ୍ଷୁକ ସଂଖ୍ୟା- ପ୍ରାୟତଃ ନାହଁାନ୍ତି
ଏହି ପାୟତ ର ଚତୁଃପାଶ୍ର୍ୱରେ ଜଙ୍ଗଲ ଭରି ରହିଥିବାରୁ  ଭୂଆଁ, ବଡ଼ଗାଁ, ଦୋପଡ଼ା, ହାଇଁଗୋରାର ପ୍ରାୟ ଗ୍ରାମବାସୀ ଜଙ୍ଗଲଜାତ ଦ୍ରବ୍ୟକୁ ନିତ୍ୟ ଜୀବନ ଯାପନରେ ବ୍ୟବହାର କରିଥାନ୍ତିö ସେମାନେ ସମସ୍ତେ ସେହି ଜଙ୍ଗଲ ଉପରେ ନିର୍ଭରଶୀଳ ଅଟନ୍ତିö ଏହି ଜଙ୍ଗଲରେ ଝାଉଁ, ପଟାଶ, କାଜୁବାଦାମ, ନିମ୍ବ, ବାଉଁଶ ଏବଂ ବିଭିନ୍ନ ପ୍ରକାର ଅନ୍ୟ ପ୍ରଜାତିର ବୃକ୍ଷ ରହିଥିବାରୁ ଉପରୋକ୍ତ ୪ଟି ଗ୍ରାମର ଲୋକମାନେ ସଂପୂର୍ଣ୍ଣ ନିର୍ଭରଶୀଳ ଏହି ଜଙ୍ଗଲ ଉପରେ ଅଟନ୍ତିö
ସ୍ୱାସ୍ଥ୍ୟକେନ୍ଦ୍ରର ନାମ – ଛଇତନା ପ୍ରାଥମିକ (ନୂତନ) ସ୍ୱାସ୍ଥ୍ୟକେନ୍ଦ୍ର
ଡ଼ାକ୍ତରଙ୍କ ନାମ-
ରୋଗୀକଲ୍ୟାଣ ସମିତି ସଦସ୍ୟ
ଗାଁକଲ୍ୟାଣ ସମିତି ସଦସ୍ୟ
(ଅତି-ଆବଶ୍ୟକତା)
ଗ୍ରାମ ପାୟତଟି ମୁଖ୍ୟ ରାସ୍ତାଠାରୁ ଦୂରରେ ଥିବାରୁ ଏବଂ ଏହା ସ୍ୱାସ୍ଥ୍ୟକେନ୍ଦ୍ର ଠାରୁ ଦୂରରେ ଥିବାରୁ ଏହି ପାୟତ ପାଇଁ ଗୋଟିଏ ଆମ୍ବୁଲାନ୍ସ, ଏହି ପାୟତ ରେ ଗୋଟିଏ ବାତ୍ୟା ଆଶ୍ରୟସ୍ଥଳୀ ଥିବା ବେଳେ ଭୂଆଁ ଏବଂ ଦୋପଡ଼ା, ପୁଟୁପଡ଼ା ଇତ୍ୟାଦି ଗ୍ରାମ ଏହାଠାରୁ ଦୂରରେ ଥିବାରୁ ଏହି ଗ୍ରାମ ଗୁଡ଼ିକର ମଧ୍ଯସ୍ଥଳରେ ଗୋଟିଏ ବାତ୍ୟା ଆଶ୍ରୟସ୍ଥଳ ଆବଶ୍ୟକ, ଗ୍ରୀଷ୍ମ ପ୍ରବାହରେ ଜଳେଯାଗାଣ ଦୂର କରିବା ପାଇଁ ପାନୀୟଜଳ ବିତରଣ କେନ୍ଦ୍ର ସ୍ଥାପନ ଅତ୍ୟନ୍ତ ଜରୁରୀ ଅଟେö
 

Comments are closed.